ୟୁଟ୍ୟୁବରୁ ଶିଖି ସଫଳ ଚାଷୀ । ମାଛ ଓ ପରିବା ଚାଷ କରି ଚର୍ଚ୍ଚାରେ ଯୁବ ଇଞ୍ଜିନିୟର । ବାଲେଶ୍ୱର ଜିଲ୍ଲା ରେମୁଣା କାକବରେଇ ଗାଁର ସଞ୍ଜୟ ଦାସ । ଚାକିରୀ ଛାଡି ଚାଷକୁ ନିଶା କରିଛନ୍ତି.....
#ArgusNews #Odisha #Balasore #Farmer
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app