ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଆସନ୍ତାକାଲିଠାରୁ ଲାଗୁ ହେଉଛି ନୂଆ ଏସଓପି
ହଟିଲା ଏସଓପି ଓ ଜାରି ହେବ ନୂଆ ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଆସନ୍ତାକାଲିଠାରୁ ଲାଗୁ ହେଉଛି ନୂଆ ଏସଓପି। ଏଣିକି ରବିବାର ଦର୍ଶନ ଥିବା କଟକଣା ଉଠାଇ ଦିଆଯାଇଥିଵା ବେଳେ କାଲିଠାରୁ ଶ୍ରୀମନ୍ଦିର ଆନନ୍ଦବଜାର ପରିସରରେ ମହାପ୍ରସାଦ ସେବନ କରିପାରିବେ ଶ୍ରଦ୍ଧାଳୁ.....
#ArgusNews #Odisha #Puri #Jagannath_Darshan #Mahaprasad
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app