ପ୍ରାକୃତିକ ଦୁର୍ବିପାକରେ ବିପନ୍ନ ଓଡିଆଙ୍କ ପ୍ରକୃତ ବନ୍ଧୁ ୟୁବିଏସଏସ ବା ଉତ୍କଳ ବିପନ୍ନ ସହାୟତା ସମିତି । 1982 ମସିହାରୁ ଆରମ୍ଭ ହୋଇଥିବା ଏହି ସଙ୍ଗଠନ ଜନ ସାଧାରଣଙ୍କ ସେବା ପାଇଁ ସଦା ତତ୍ପର । ବନ୍ୟା ହେଉ କି ବାତ୍ୟା....ପ୍ରାକୃତିକ ଦୃର୍ବିପାକ ସମୟରେ ଲୋକଙ୍କ ପାଖରେ ବାଡ ଭଳି ଛିଡା ହୁଅନ୍ତି ସ୍ୱେଚ୍ଛାସେବୀ ମାନେ...
#ArgusNews #UBSS #UtkalBippana_Sahayata_Samiti
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app