ପାଠ ପଢି ଡିଗ୍ରୀ ହାସଲ କରିବା ପରେ ରାଜ୍ୟର 68 ପ୍ରତିଶତ ପିଲାଙ୍କ ପାଖରେ ନାହିଁ ଚାକିରି ପାଇବାର ଯୋଗ୍ୟତା । ଇଂରାଜୀ ଶିକ୍ଷା କ୍ଷେତ୍ରରେ ବି ପଛରେ ପଡିଛି ଓଡିଶା । ଇଣ୍ଡିଆ ସ୍କିଲସ ରିପୋର୍ଟ- 2021ରେ ସାମନାକୁ ଆସିଛି ଏଭଳି ସାଘାଂତିକ ଚିତ୍ର । ଗୋଟିଏ ପଟେ ନାଁ ପଞ୍ଜିକରଣ କରି 8 ଲକ୍ଷ 83 ହଜାର ପିଲା ନିଯୁକ୍ତି ଅପେକ୍ଷାରେ ଥିବା ବେଳେ ଇଣ୍ଡିଆ ସ୍କିଲସ ରିପୋର୍ଟ ରାଜ୍ୟରେ ଦକ୍ଷତା ବିକାଶର ବାସ୍ତବତାକୁ ପଦାକୁ ଆଣିଛି....
#ArgusNews #Odisha #India_Skills_Report #Jobless #Computer_Skill