କେନ୍ଦୁଝର ଜିଲ୍ଲା ଆନନ୍ଦପୁର କଇନିପୁରା ସାଥି କ୍ଳବ ପକ୍ଷରୁ ମିନିମାରାଥନ ଦୌଡ ଆୟୋଜିତ ହୋଇଛି। ଏହି ମାରାଥନ କଇନିପୁରା ଛକ ଠାରୁରେ ରେମାଳ ଡ୍ୟାମ ପର୍ଯନ୍ତ ଅନୁଷ୍ଠିତ ହୋଇଛି । ଏଥିରେ ଗ୍ରାମ ଓ ବିଭିନ୍ନ ଅଞ୍ଚଳର ଯୁବକ ଯୋଗଦେଇ ମାରାଥନ ଦୌଡ଼ରେ ସାମିଲ ହୋଇଥିଲେ । #ArgusNews #ArgusOdisha #ArgusOdia #ArgusUpdate #Kendujhar