ବଢ଼ିପାରେ ସାଂସଦ ଅନୁଭବ ମହାନ୍ତିଙ୍କ ଅଡ଼ୁଆ । ଦଳ ଭିତରେ ତାଙ୍କ ବିରୋଧରେ ଗୋଟିଏ ଗୋଷ୍ଠୀ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ବଢ଼ୁଛି ଚର୍ଚ୍ଚା । ଏହାରି ଭିତରେ ଏଣ୍ଟ୍ରୀ ମାରିଛନ୍ତି ଅରିନ୍ଦମ । କୁହାଯାଉଛି ଅନୁଭବଙ୍କ ଗୁରୁତ୍ବ କମାଇ ଅରିନ୍ଦମଙ୍କୁ ଆଗକୁ ଆଣିପାରେ ଦଳ । ଆଉ ସବୁଠୁ ବଡ଼ ପ୍ରଶ୍ନ, ପପୁ ପମପମ ଓ ରଘୁନାଥଙ୍କ ପରେ ଅନୁଭବଙ୍କ ବିରୋଧରେ ନିଆଯିବ କି ଆକ୍ସନ?
#ArgusNews #AnubhavMohanty #BJD_MP #ANUBHAV_OUT_ARINDAM_IN