ଦୟା ନଦୀରେ ବନ୍ୟା ଆସି ପୁରୀ ଜିଲ୍ଲା କଣାସ ବ୍ଲକ ପାଣ୍ଡିଆକେରା ପଞ୍ଚାୟତ ଗଡ଼ମାଟିଆପଡ଼ା ମୌଜା ନୁଆସାହି ଠାରେ ପ୍ରାୟ 200 ଫୁଟର ଘାଇ ସୃଷ୍ଟି ହୋଇଥିଲା ! ହେକ୍ଟର ହେକ୍ଟର ଚାଷଜମି, ଘରଦ୍ୱାର ସବୁ ଜଳମଗ୍ନ ହୋଇ ଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ....
#Argusnews #Odisha #Puri #Kanas #Flood_Situation