ଅକ୍ସିଜେନ ପଠାଇବା ପ୍ରଶଂସନୀୟ...
କୋରୋନାର ଏଭଳି ସଂକଟଜନକ ସ୍ଥିତିରେ ଟେଷ୍ଟିଂ ବଢ଼ାଯିବା ଦରକାର...ଟେଷ୍ଟିଂ କିଟର ଉତ୍କଟ ଅଭାବ ଯୋଗୁଁ ଟେଷ୍ଟିଂ ଆଗକୁ ଯାଇପାରୁନି ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ବିଜୟ ମହାପାତ୍ର...
#ArgusNews #Odisha #Bhubaneswar #Corona #Pressmeet #BijoyMohapatra