ଲଙ୍କା ଚାଷ ଦେଇଛି ପରିଚୟ
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଗୋଳାଗାଡିଆ ଗ୍ରାମରେ ବସନ୍ତ ମାଝୀ ଜଣେ ସାଧାରଣ ଧାନ ଓ କୋବି ଚାଷୀ କିନ୍ତୁ ସେଥିରୁ ଯାହା ହୁଏ ପରିବାର ଚଳେବା ତାଙ୍କ ପାଇଁ କଷ୍ଟକର ହୋଇଥାଏ । ଫଳରେ ମହାନଦୀ କୋଲ୍ ଫିଲ୍ ଲିମିଟେଡ଼ ବାଏଫେ ପକ୍ଷରୁ ଦିଆ ଯାଉଥିବା ମାଗିବାରେ ଆମ୍ବଗଛ ଓ ଲଙ୍କା ମୁଞୀ ମିଳୁଥିବା ବେଳେ ବସନ୍ତ ଚାଷ କରିବ କି ନାହିଁ ଭାବିବା ପରେ ନିଜର ପଡିଆ ଜମିରେ ଚାଷ କରିବାକୁ ମନସ୍ତ କରି ଲଙ୍କା ଚାଷ ଆରମ୍ଭ କରି ଲୋକାଲ୍ ଫର ଭୋକାଲ ରେ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି ଚାଷୀ.....
#ArgusNews #Odisha #Anugul #Farmer
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app