ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବୀରକେଶପୁର ଗ୍ରାମର ଜଣେ ଯୁବତୀ ଗତ ଦୁଇ ମାସ ହେବ ନିଖୋଜ ଅଛନ୍ତି । ପରିବାର ଲୋକଙ୍କ ଖୋଜା ଖୋଜି ପରେବି ମିଳୁନି ପତ୍ତା। ଉଦ୍ଧାର କରିବାକୁ ଭିଡ଼ିଓ ଭାଇରାଲ କରିଛନ୍ତି ଯୁବତୀ...
#ArgusNews #Odisha #Khurda #Missinggirl #VideoViral