#ନିଜ_ଦଳର_ନେତାଙ୍କୁ_କ୍ଲିନଚିଟ୍
#ବିବାଦରେ_ସରକାରୀ_ଦଳର_ମୁଖ୍ୟ_ସଚେତକ
ମାହାଙ୍ଗାର ଡବଲମର୍ଡର ହେଉ ଅବା ପରୀ ଅପହରଣ ଓ ହତ୍ୟା କିମ୍ବା ଧର୍ମଶାଳାରେ ସୂଚନା ଅଧିକାର କର୍ମୀଙ୍କ ଉପରେ ବୋମାମାଡ ସବୁଥିରେ ସ୍ଥାନୀୟ ବିଧାୟକଙ୍କ ସମ୍ପୃକ୍ତିର ଅଭିଯୋଗ ଆସିଛି । ଏହି ଘଟଣାରେ ଡିଜିପି ମୁହଁ ଖୋଲୁନଥିବା ବେଳେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ କିନ୍ତୁ ସମସ୍ତଙ୍କୁ ଦେଇଛନ୍ତି କ୍ଲିନଚିଟ୍ ଆଉ ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ....
#ArgusNews #Odisha #Mahanga_Double_Murder #JusticeForParee #Attack_On_RTI Pramila Mallik