ଝାରସୁଗୁଡା ଜିଲ୍ଲାରେ ଧାନ ସଂଗ୍ରହରେ ଅବ୍ୟବସ୍ଥା । ଟାର୍ଗେଟକୁ ନେଇ ଆଶା ଆଶଙ୍କାରେ ହଜାର ହଜାର ଚାଷୀ । ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ତାତିଲେ ଜିଲ୍ଲାର ଚାଷୀ । ଝାରସୁଗୁଡା ଜିଲ୍ଲାପାଳ ଏବଂ ସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ଚାଷୀ ମାନେ ସେମାନଙ୍କ ସମସ୍ୟା ଜଣାଇବା ସହ ଧାନ କ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ପାଇଁ ଦାବି କରିଛନ୍ତି ..
#ArgusNews #Odisha #farmers
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app