ରେଶମ ସହର ରେ ଚଳିତ ବର୍ଷ ଦୁର୍ଗା ପୂଜା ହେବ କି ନାହିଁ।ଗଞ୍ଜାମ ରେ କିଛି ମାତ୍ରାରେ କରୋନା କମିଲାଣି ତେଣୁ ପୂଜା ହେଉ ବୋଲି ଜିଲ୍ଲା ପ୍ରଶାସନ କୁ ପୂଜା କମିଟି ତରଫରୁ ଦିଆଯାଇଛି ଲଖିତପତ୍ର। ଆଡମ୍ବରରେ ନ ହେଲେ ବି ନିରାଡ଼ମ୍ବର ରେ ପୂଜା ହେବ ବୋଲି ଆଶା ରଖିଛନ୍ତି କମିଟି ସଦସ୍ୟ।
#TheArgus #ArgusNews #Ganjam #Durgapuja