ଦୀଘ 6 ବର୍ଷ ପରେ ପୁଣି ପ୍ରବଚନ ଦେବେ ବିବାଦୀୟ ବାବା ସାରଥୀ । ପୁଣି ଜମିବ ବାବାଙ୍କ ଆସର । ଆଉ ଶୁଭିବ ମାନ୍ୟବର । ପ୍ରବଚନ ଦେବା ପାଇଁ ହାଇକୋର୍ଟରେ ଅପିଲ କରିଥିଲେ ବିବାଦୀୟ ବାବା ସାରଥୀ । କୋଭିଡ୍ କଟକଣା ଭିତରେ ପ୍ରବଚନ ଦେବାକୁ ଅନୁମତି ପ୍ରଦାନ କରିଛନ୍ତି ହାଇକୋର୍ଟ.....
#ArgusNews #Odisha #Sarathi_Come_Back