ଆଦିବାସୀ ଛାତ୍ରଙ୍କ ନାମରେ ହଷ୍ଟେଲ ଟଙ୍କାକୁ ଉକ୍ତ ବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷକ ସୁରେଶ କୁମାର ଦାସ ହଡପ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଗତ ଶୁକ୍ରବାର ଦିନ ଅର୍ଗସରେ ଖବର ପ୍ରସାରଣ ହୋଇଥିଲା। ପ୍ରସାରଣ ପରେ ଘଟଣାକୁ ଜିଲ୍ଲା ଶିକ୍ଷାଧିକାରୀ ରଞ୍ଜନ ଗିରି ଗମ୍ଭୀରତା ସହ ନେଇ ଆଜି ଉକ୍ତ ପ୍ରଧାନ ଶିକ୍ଷକ ବିରୋଧରେ କ୍ରିମିନାଲ ପ୍ରୋସେଡିଂ ପାଇଁ ବିଦ୍ୟାପୀଠର ମେନେଜିଙ୍ଗ କମିଟିଙ୍କୁ ନିର୍ଦେଶ ଦେଇଛନ୍ତି ...
#ArgusNews #ArgusImpact #Balasore #CriminalProceeding #Odisha