ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀ ଗୁମୁଲା ଗ୍ରାମ ନୂଆ ବନ୍ଧ ନିକଟରୁ ଦୁଇଟି ଅଜଗର ସାପ ଉଦ୍ଧାର । ଗୋଟିଏ ସାପର ଲମ୍ବ 7 ଫୁଟର ହୋଇଥିବାବେଳେ ଅନ୍ୟ ଗୋଟିଏ ଅଜଗରର ଲମ୍ବ 11 ଫୁଟ ରହିଛି ....
#ArgusNews #Brahmapur #Ganjam #SnakeFound #SnakeFoundinBrahmapur
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app