ବରଗଡ ସାଂସଦ ସୁରେଶ ପୂଝାରୀ ଦୁଇ ଦିନିଆ ପଦ୍ମପୁର ଗସ୍ତରେ ଆସିବା ସହ ପଦ୍ମପୁରର ବ୍ଲକ ଏବଂ ତହସିଲ ଅନ୍ତର୍ଗତ ଚାଲିଥିବା ବିଭିନ୍ନ କାର୍ଯୟ ର ସମିକ୍ଷା କରିବା ସହିତ ବିଭିନ୍ନ କାର୍ଯ୍ୟମାନଙ୍କର ବିକାଶ ବିଷୟରେ ବୁଝିଥିଲେ.....
#ArgusNews #ArgusUpdate #Odisha #Baragarh Suresh Pujari #Padmapur