ରାଜ୍ୟରେ ଥମୁନି ନାରୀ ନିର୍ଯ୍ୟାତନା ଅଭିଯୋଗ । ବର୍ତ୍ତମାନ ଏଭଳି ଅଭିଯୋଗ ଆସିଛି ଆଦିବାସୀ ମୁଲକ କୋରାପୁଟରୁ । ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ନାବାଳିକାଙ୍କୁ ଦେଉଥିଲେ ଶାରୀରିକ ନିର୍ଯ୍ୟାତନା । ଯୁବତୀଙ୍କୁ ଗୋଇଠା ଓ ଲାତ ମାରିବାକୁ ପଛାଉ ନଥିଲେ ନୃଶଂସ ବ୍ୟକ୍ତି । ଦେଖନ୍ତୁ ଏହି ରିପୋର୍ଟ.....
#TheArgus #ArgusNews #ArgusOdia #Koraput #IndigenousMinors #IndigenousPeople #jaypur