ବରଗଡ ଜିଲ୍ଲାକୁ ପୁଣି ଫେରିଲା କଣ୍ଟେମେଣ୍ଟ ଜୋନ
ପଦ୍ମପୁର ଉପଖଣ୍ତ ଟାଲ ଗ୍ରାମରେ ଗତ କିଛି ଦିନ ହେବ ଲଗାତାର ଭାବେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଗୋଷ୍ଠି ସଂକ୍ରମଣର ଆଶଙ୍କା ଥିବାରୁ ଟାଲ ସଂରପଚ କଣ୍ଟେମେନ ଜୋନ ଘୋଷଣା କରିଛନ୍ତି...
#ArgusNews #Odisha #Baragarh #ContainmentZone