ଦୀର୍ଘ ଦୁଇ ବର୍ଷ ଧରି ଚିକିତ୍ସା ପରେ କଟକ ଏସସିବିରୁ କନ୍ଧମାଳ ଫେରିଛି ଜଗା । ଆମ୍ବୁଲାନ୍ସରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସହ କନ୍ଧମାଳ ଯାଇଛି ଜଗା। କନ୍ଧମାଳ ମୁଖ୍ୟ ଚିକିତ୍ସାଳୟରେ ଜଗାର ଚିକିତ୍ସା ପାଇଁ ସ୍ବତନ୍ତ୍ର କ୍ୟାବିନ୍ ପ୍ରସ୍ତୁତ ହୋଇଥିବା ଜଣାପଡିଛି...
#ArgusNews #Odisha #Kandhamal #Jaga_Return #SCB