#କିଛି_ଦିନର_ଲୁଚକାଳି_ପରେ_ପୁଣି_ଢେଙ୍କାନାଳକୁ_ଫେରିଛି_ଶୀତ.....
ସାରା ଓଡ଼ିଶାରେ ବର୍ତ୍ତମାନ ଲାଗିରହିଛି ହାଡ଼ଭଙ୍ଗା ଶିତର ଲହର । ଗତ କିଛି ଦିନ ର ଲୁଚକାଳି ଖେଳ ପରେ ପୁଣି ଢେଙ୍କାନାଳ କୁ ଫେରିଛି ଶୀତ । କିଏ ଯୋଗ କରି ତ ଆଉ କିଏ ବ୍ୟାୟାମ କରି ମଜା ନେଉଛନ୍ତି ଶୀତୁଆ ସକାଳ ର ଆନନ୍ଦ .....
#ArgusNews #Dhenkanal #Weather #WinterSeason
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2