ଗଡୁଛି ଡେଡଲାଇନ । କିନ୍ତୁ ସରୁନି କାମ । ବ୍ରହ୍ମପୁର ସହରର ମଧ୍ୟଭାଗରେ ଥିବା ରାମଲିଙ୍ଗମ ପୋଖରୀର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଆସିଛି, କିନ୍ତୁ ସୌନ୍ଦର୍ଯ୍ୟକରଣ ଦୂରର କଥା, ଏଯାଏ ପୋଖରୀର ସଫେଇ ଆରମ୍ଭ ହୋଇନି....
#ArgusNews #Odisha #Ganjam #Ramlingam_Pond