ଅକ୍ସିଜେନ ସିଲିଣ୍ତିରର କଳାବଜାରୀ । କରୋନାର କୋପ ବଢୁଥିବା ବେଳେ ଜୀବନ ରକ୍ଷାକାରୀ ଅକ୍ସିଜେନର ଚାହିଦା ବଢୁଥିବାରୁ ମୁନାଫାଖୋର ବ୍ୟବସାୟୀ ରାତାରାତି ପଇସା କମାଇବାର ଲୋଭରେ ଅକ୍ସିଜେନ ସିଲିଣ୍ଡରର କଳାବଜାରୀ ଆରମ୍ଭ କରିଛନ୍ତି । ସମ୍ୱଲପୁରରୁ ଆସିଛି ଏପରି ସଂଙ୍ଗୀନ ଅଭିଯୋଗ....
#ArgusNews #Odisha #Sambalpur #Oxygen_Cylinder #Black_Marketing