ଶିମିଳିପାଳ ନିଆଁକୁ ନେଇ ପଦାରେ ପଡିଲା ରାଜ୍ୟ ବନ ବିଭାଗର ବିଫଳତା । ସପ୍ତାହ ଧରି ଜଙ୍ଗଲ ଜଳୁଥିଲେ ମଧ୍ୟ ଜାଣିପାରିଲେନି ରାଜ୍ୟ ସରକାର । ସାଟେଲାଇଟରେ ଚିହ୍ନଟ ହୋଇପାରିଲାନି ନିଆଁ । ଅଧା ଜଙ୍ଗଲ ନିଆଁର ଆଁ ଭିତରକୁ ଆସିବା ପରେ ବୁଧବାର ମୟୁରଭଞ୍ଜ ଠାକୁରମୁଣ୍ଡା ରେଞ୍ଜ ଅଫିସ ପହଞ୍ଚି ସ୍ଥାନୀୟ ଅଧିକାରୀଙ୍କ ସହିତ ଆଲଚନା ପରେ, ଶିମିଳିପାଳ ଅଭୟାରଣ୍ୟର ନିଆଁ ଲାଗିଥିବା ଅଂଚଳ ପରିଦର୍ଶନ କରିଛନ୍ତି PCCF....
#ArgusNews #Odisha #Shimilipal #Fire #PCCF