ଆବାସ ଯୋଜନାରେ ପାଲଟିଛି ସାତସପନ
ବୟସ 62 ହେଲାଣି । କିନ୍ତୁ ଜୀବନ ଯୁଦ୍ଧରେ ହାର ମାନି ନାହାନ୍ତି ନୟାପଲ୍ଲି ବେହେରା ସାହିର ଅସହାୟ ବୁଦ୍ଧେଶ୍ଵର । ଭଙ୍ଗା କ୍ୟାବିନରେ 25 ବର୍ଷ ହେବ ବିତୁଛି ଜୀବନ । ସରକାରୀ ସହାୟତା ପାଲଟିଛି ସାତସପନ । ଇସ୍ତ୍ରୀ କାମ କରି ପେଟ ପୋଷୁଛନ୍ତି । ହେଲେ ବୁଦ୍ଧେଶ୍ୱରଙ୍କ ଉପରେ ସରକାରୀ ଅଧିକାରୀଙ୍କ ନଜର ପଡ଼ିନି......
#ArgusNews #Odisha #Bhubaneswar #Abas_Yojana
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app