ସ୍ବାଧିନତାର ଦୀର୍ଘ ବର୍ଷ ପରେବି ଗାଁକୁ ନାହିଁ ରାସ୍ତା । ବହୁ ଗାଁରେ ପହଞ୍ଚି ପାରିନି ବିକାଶ । ରାସ୍ତା ନ ଥିବାରୁ ଅନେକ ଗାଁରେ ଆମ୍ବୁଲାନ୍ସ ପହଞ୍ଚିପାରୁନି ଆମ୍ବୁଲାନ୍ସ । ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜାକମ୍ ଗାଁର କଥା....
#ArgusNews #Odisha #Kalahandi #Jakam #Bridge #Road_Problem