ମଞ୍ଚରେ ନୁହେଁ, ବାସ୍ତବ ଜୀବନରେ ଝଡ଼ । ନିଶା, ପେସା ଓ ପରିବାରର ଚିନ୍ତା ରାଜରାସ୍ତାକୁ ଆଣିଛି । କୋରୋନା କାଳରେ କାନ୍ଦୁଛି କଳାକାର । ଦ୍ବିତୀୟ ଦିନରେ ବି ଯାତ୍ରା କଳାକାରଙ୍କ କଥା ଶୁଣିଲେନି ସରକାର । ଆଜି ସରକାରଙ୍କୁ ଦିଆଯାଇଥିବା ମହଲତର ଶେଷ ଦିନ । ଏବେ ରାଜ୍ୟବ୍ୟାପୀ ଅଭିନୟ ନୁହେଁ ଆନ୍ଦୋଳନ କରିବେ କଳାକାର ....
#ArgusNews #Odisha #Jatra_Artist #Protest