ପ୍ରତିଶ୍ରୁତି ପାଲଟିଲା ପ୍ରତାରଣା । 2020 କରୋନା ସମୟରେ ହୋଇଥିବା ବିନା ଭକ୍ତରେ ଐତିହାସିକ ରଥଯାତ୍ରାକୁ ଚର୍ମଚକ୍ଷୁରେ ଦେଖିବାରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ। ଯାହାକୁ ସ୍ନୃତି ଭଳି ସାଇତି ରଖି ସର୍ବସାଧାରଣଙ୍କ ନିମନ୍ତେ ଜଗନ୍ନାଥ ବଲ୍ଲଭରେ ସଂଗ୍ରାହଳୟ କରାଯାଇ ରଖିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା.......
#ArgusNews #Odisha #Puri #Jagannath_Temple #Ratha_Katha #Jagannath_Ballav