ମହାମାରୀ ସମୟରେ ସହରରୁ ଗାଁକୁ ଫେରିଥିବା ଲୋକଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ବାସ୍ତବରେ ତାହା କେତେ ଫଳପ୍ରଦ ହେଉଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । କାରଣ ଗାଁ ମାନଙ୍କରେ ମନରେଗାରେ ହେଉଛି ସାଙ୍ଘାତିକ ଘୋଟାଲା । ରାସ୍ତାରେ ମୁଠାଏ ବାଲି ପଡ଼ୁନି, କିନ୍ତୁ ବିଲ୍ ହେଉଛି ଲକ୍ଷାଧିକ ଟଙ୍କାର ....
#ArgusNews #Subarnpur #Manrega_Scam