2 ବର୍ଷ ପରେ ପୁଣି ଚର୍ଚ୍ଚାରେ କାଳିଆ । Iସରକାରଙ୍କ କାଳିଆ ଚାଲବାଜି । ପୁଣି ମନେ ପଡିଲା କାଳିଆ କିସ୍ତି କଥା । ଧାନ କିଣାକୁ ନେଇ ରାଜ୍ୟ ସାରା ଚାଷୀ ଅସନ୍ତୋଷ ବଢିଚାଲିଥିବା ବେଳେ ସରକାର ଦେଖାଇଛନ୍ତି କାଳିଆ ଥୋପ । ଆଜି 53 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ କାଳିଆ ଯୋଜନାର ତୃତୀୟ କିସ୍ତି ଦେଇଛନ୍ତି ରାଜ୍ୟ ସରକାର । ହେଲେ ଆରମ୍ଭରୁ ବିବାଦ ଭିତରେ ରହି ଆସିଥିବା ସରକାରଙ୍କ ଏହି ଯୋଜନାକୁ ନେଇ ଏବେ ବି ରହିଛି ବଡ କନଫ୍ୟୁଜନ ....
#ArgusNews CMO Odisha #mosarkar5t #kalia_yojana
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app