ଦାଦାକୁ ବ୍ଲେଡ଼ରେ ତଣ୍ଟି କାଟି ହତ୍ୟା କଲା ପୁତୁରା। ସାମାନ୍ୟ ବଚସାରୁ ଘଟିଲା ହତ୍ୟାକାଣ୍ଡ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗ୍ରାମରେ। ଦାଦା ନରେନ୍ଦ୍ର ଗୌଡ଼କୁ ବ୍ଲେଡ଼ରେ ତଣ୍ଟି କାଟି ପୁତୁରା ଶିବରାମ ଗୌଡ଼ ହତ୍ୟା କରିଥିବା ଅଭିଯୋଗ ହୋଇଛି ...
#ArgusNews #Bramhapur #Death #Murder
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app