ପୋଲିସ ବୋଲି ସଙ୍ଗୀନ ଅଭିଯୋଗ ସତ୍ତ୍ବେ ହେଉନି କାର୍ଯ୍ୟାନୁଷ୍ଠାନ । କେନ୍ଦ୍ରାପଡ଼ାରେ ଜଣେ ପୋଲିସ ଅଧିକାରୀଙ୍କ ନାଁରେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ରହିଥିବା ସତ୍ତ୍ବେ ପୋଲିସ ଥାନାକୁ ଡାକି ଛାଡି ଦେଇଛି । ସେହିପରି ବଲାଙ୍ଗିରରେ ମହିଳାଙ୍କୁ ଯୌତୁକ ନିର୍ଯାତନା ସତ୍ତ୍ବେ ଶ୍ବଶୁର ପୋଲିସ ଏଏସଆଇ ହୋଇଥିବାରୁ ପୋଲିସ ଗିରଫ କରୁନଥିବା ଅଭିଯୋଗ ହୋଇଛି....
#ArgusNews #Odisha #Kendrapada #Bolangir #Torture #Dowry_Abuse