ଟ୍ବିନସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ସ୍ବତନ୍ତ୍ର ଭାବେ କମିଶନରେଟ ପୋଲିସ ଗଢ଼ା ଯାଇଛି । ହେଲେ ଏଠି ଆଇନ ଶୃଙ୍ଖଳା ପୁରା ଢ଼ିଲା । ଯେଉଁଠି ଦିନ ଦ୍ବିପ୍ରହରରେ ରାଜରାସ୍ତାରେ ଅପରାଧୀମାନେ ହତ୍ୟା କରିବାକୁ ପଛାଉନାହାଁନ୍ତି । ଆଉ ଯଦି ସେଠି ସାଧାରଣ ଲୋକ ଇମୋସନ ହୋଇ ଆଗକୁ ଆସି ଅପରାଧୀଙ୍କୁ କାବୁ କରିବା ପାଇଁ ଚେଷ୍ଟା କରୁଛନ୍ତି ତାହେଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ....
#ArgusNews #Odisha #Bhubaneswar #CRP #Murder #Commissionrate_Police