ଓଡ଼ିଶା ସୀମାନ୍ତରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ... ଫାଟୁ ସିନେରି ଗ୍ରାମ ଚର୍ଚ୍ଚ ନିକଟରେ ଲାଗିଛି ନିର୍ବାଚନୀ ବୁଥ... ସକାଳ 7ଟାରୁ ଅପରାହ୍ନ 3ଟା ଯାଏଁ ମତଦାନ... ସେପଟେ ଗଞ୍ଜାମ ପାତ୍ରପୁର ବ୍ଲକର 8 ଗାଁରେ ଚାଲିଛି ଭୋଟ ଗ୍ରହଣ....
#ArgusNews #Odisha #AndhraPradesh
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app