Fri, Feb 19 | 9:53 p.m.
ମାଡ଼ିଆସୁଛି ଆନ୍ଧ୍ର । କୋଟିଆ ପରେ ଏବେ ରାୟଗଡ଼ା । ଓଡ଼ିଶା ଜମିରେ ବ୍ରିଜ ସହ ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର ସରକାର । ମାଟି ଖୋଳା, କଲଭର୍ଟ ନିର୍ମାଣ ପରେ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚିଛି ଖବର । ବନ୍ଦ ହୋଇଛି ନିର୍ମାଣ କାମ । କିନ୍ତୁ ଏବେ ବି ଜନତାଙ୍କ ମନରେ ପ୍ରଶ୍ନ ...
#ArgusNews #Andhra_Bridge_In_Odisha #Rayagada
ଅଧିକ ଖବର ପାଇଁ ଡ଼ାଉନଲୋ