କରୋନା ଯୋଦ୍ଧାଙ୍କୁ ଠକିଦେଲେ ରାଜ୍ୟ ସରକାର । ଲୋକେ ଘରେ ଥିବା ସମୟରେ ଏମାନେ କିନ୍ତୁ ଜୀବନକୁ ବାଜି ଲଗାଇ ସାମ୍ନାକୁ ଆସି ଲଢେଇ କରୁଥିଲେ । ସରକାର କିନ୍ତୁ ଏମାନଙ୍କୁ ଛଟେଇ କରିବାକୁ ଯୋଜନା କରୁଛନ୍ତି । ଯାହାକୁ ବିରୋଧ କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ୭୮ ଜଣ ଷ୍ଟାଫନର୍ସ ଧାରଣାରେ ବସିଛନ୍ତି......
#ArgusNews #Odisha #Bolangir #BhimaBhoi_Medical_College
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app