ରାଜଧାନୀରୁ ଆଜି 379 ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ 66
ବରିଷ୍ଠ ନାଗରିକଙ୍କ ପାଇଁ ସରକାର କରିଛନ୍ତି ଅନେକ ଯୋଜନା । ହେଲେ ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ବାଘମାରାରେ ଖଣିଜ ପାଣ୍ଠି ଅନୁଦାନରେ ଚାଲୁଥିବା ଜରା ନିବାସରେ ଦେଖାଦେଇଛି ଅବବ୍ୟସ୍ଥା । ଯାହାକୁ ନେଇ ସ୍ୱର ଉଠାଇଛନ୍ତି ନିର୍ବାଚିତ ପ୍ରତିନିଧି....
#ArgusNews #Odisha #Angul #Oldage_Home