ହଟିଛି କଟକଣା । ଆଜିଠୁ ବିନା ବାଧାରେ ଜଗା ଦର୍ଶନ କରିଛନ୍ତି ଭକ୍ତ । ଦୀର୍ଘ 9ମାସ ପରେ ସ୍ୱାଭାବିକ ହୋଇଛି ଜଗା ଦର୍ଶନ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ ..
#ArgusNews #Odisha #PuriTemple_Reopen
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app