ସମସ୍ତ ଅଭିଯୁକ୍ତଙ୍କୁ ବାନ୍ଧ.....ମୋ ବାପାଙ୍କୁ ହତ୍ୟା କରିଥିବା ଲୋକଙ୍କୁ ଫାଶୀ ମିଳୁ ଏମିତି କହି ଆଜି ନିଜ ମନର କ୍ଷୋଭକୁ ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରେନ୍ଦେଶ୍ୱରୀଙ୍କ ନିକଟରେ ପ୍ରକାଶ କରିଛନ୍ତି କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଲୋକ....
#ArgusNews #Odisha #Mahanga_Double_Murder #BJP