#ପାକିସ୍ତାନ_ଯୁବକଙ୍କ_ପ୍ରେମରେ_ସମ୍ବଲପୁର_ମହିଳା !
ସୋସିଆଲ ମିଡିଆରେ ଚାଟିଙ୍ଗ ରୁ ପ୍ରେମ ଆରମ୍ଭ ହୋଇ ନମ୍ବର ଦିଆ ନିଆ ହୋଇଥିଲା । ପରେ ମହିଲା ଜଣକ ଘରୁ ବାହାରି ପଞାବର କରତାରପୁର ସୀମା ଢେଇ ପାକିସ୍ତାନ ପ୍ରଵେଶ କରୁଥିବା ସମୟରେ ବିଏସଏଫ ଦ୍ଵାରା ଉଦ୍ଧାର ହୋଇଛନ୍ତି ....
#ArgusNews #Odisha #Love_bird #Pakistan_Boy