ଆଜିଠୁ ୧୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ମାସ୍କ ଅଭିଯାନ
ରାଜ୍ୟବାସୀଙ୍କ ଉଦେଶ୍ୟରେ ଭିଡିଓ ବାର୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ ୧୪ ଦିନିଆ ମାସ୍କ ଅଭିଯାନ। ଯେଉଁମାନେ ମାସ୍କ ନପିନ୍ଧିବେ ସେମାନେ ଦେବାକୁ ହେବ ଦୁଇଗଣା ଜୋରିମାନା...
#ArgusNews #Odisha #CoronaGuidelines #Naveen Patnaik