ହାତୀ ମୃତ୍ୟୁ ପାଇଁ ଦାୟୀ କିଏ? କଳାହାଣ୍ଡି କର୍ଲାପାଟରେ ହାତୀଙ୍କ ପାଇଁ କାଳ କିଏ? ଭାଇରସ କାରଣ ନା ଅବହେଳା? କେନ୍ଦ୍ରୀୟ ଟିମ ଫେରବା ପରେ ବି କମିନି ମୃତ୍ୟୁ ମଡ଼କ । ଆଜି ସପ୍ତମ ହାତୀର ଯାଇଛି ଜୀବନ । ଛୁଆ ହାତୀର ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା .....
#ArgusNews #Odisha #Kalahandi #Kalrapata #Elephant #Dead