ସେଣ୍ଟର ଲାଇନ କଲୋନୀର ବିଶୋଇ ପରିବାର ଉପରେ ଦୀର୍ଘ ବର୍ଷ ତଳର ରାଗକୁ ନେଇ ସଂଘବଦ୍ଧ ଆକ୍ରମଣ ହୋଇଛି ।ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ବୁର୍ଲା ମେଡିକାଲରେ ଭର୍ତି ହୋଇଛନ୍ତି । ଘଟଣାଟି ବୁର୍ଲା ସହରକୁ ସ୍ଥବ୍ଧ କରିଦେଇଛି ।
#ArgusNews #Odisha #Sambalpur #Attack