ଭୁବନେଶ୍ୱରରେ ମୁଣ୍ଡବୀହିନ ମହିଳାଙ୍କ ମୃତଦେହ ମିଳିବା ଘଟଣା । ପୋଲିସକୁ ମିଳିଲା ମୁଣ୍ଡବୀହିନ ମହିଳାଙ୍କ ପରିଚୟ । ମୃତକ ରାଜଧାନୀର ଆଖପାଖ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ପ୍ରେସମିଟ କରି ଏନେଇ ସବିଶେଷ ତଥ୍ୟ ଦେବ କମଶନରେଟ ପୋଲିସ ....
#ArgusNews #Bhubaneswar #Death #Murder #Commissioneratepolice #Pressmeet
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app