କମ ପଇସାରେ ଯାତାୟତର ସୁବିଧା ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ‘ମୋ ସାଇକେଲ’ ଅଭିଯାନ । ହେଲେ ଦୁଇ ବର୍ଷ ନପୁରୁଣୁ କୋମାରେ । କେଉଁଠି ସାଇକେଲ୍ ଚୋରି ହେଲା ତ କେଉଁଠି ନାଳ ନର୍ଦ୍ଦମାରେ ପଡି ରହିଛି । ଏମିତିରେ ମୋ ସାଇକେଲ୍ ଯୋଜନାର ସ୍ଥିତି ସୁଧାରିବାକୁ ଯାଉଛି ବିଏମସି । ଆସନ୍ତା ୨ ମାସ ମଧ୍ୟରେ ସମସ୍ତ ‘ମୋ ସାଇକେଲ’ ଷ୍ଟାଣ୍ଡର ପୁନରୁଦ୍ଧାର କରାଯିବା ସହ ପୁଣି ବ୍ୟବସ୍ଥାକୁ ସୁଗମ କରାଯିବାକୁ ଯୋଜନା ହୋଇଛି...
#ArgusNews #Odisha #Mo_Cycle #BMC