ପିସି ମଷ୍ଟ ଷ୍ଟପର ଧ୍ୱଜା ଉଡାଇଲେ ବିଜେଡି ବିଧାୟକ ବଦ୍ରୀ ନାରାୟଣ ପାତ୍ରଙ୍କ ସହଯୋଗୀ ତଥା ଘଷିପୁରା ବ୍ଲକ ଚେୟାରମ୍ୟାନ୍ ସୁଜାତା ସାହୁ । ଆଉ ଠିକାଦାରଙ୍କୁ ଡରାଇ ଧମକାଇ 3 କୋଟି ଟଙ୍କାର କାମ ପାଇଁ ପିସି ଆକାରରେ ନିଜ ଆକାଉଣ୍ଟକୁ ନେଲେ 28 ଲକ୍ଷ ଟଙ୍କା....ଏପରି ଅଭିଯୋଗ ଏବେ କେନ୍ଦୁଝର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିଜେଡି ନେତାଙ୍କ ଏପରି କାମ ଏବେ ସାରା ରାଜ୍ୟର ଗୁମରକୁ ଖୋଲିଦେଇଛି । ଆଉ ପଦାରେ ପଡିଛି ପିସି ମଷ୍ଟ ଗୋ ଅନ୍ ର ତରିକା.....
#ArgusNews #ArgusUpdate #Odisha #Kendujhar #Ghasipur # #BJD
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app