ଡାକ୍ତର ହେଉଛନ୍ତି ଦ୍ଵିତୀୟ ଭଗବାନ
ଡାକ୍ତର ହେଉଛନ୍ତି ଦ୍ଵିତୀୟ ଭଗବାନ। । ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମପୁର ସ୍ଥିତ ନୂଆ ବସଷ୍ଟାଣ୍ଡରେ । ବିଳମ୍ବିତ ରାତିରେ ଦୁର୍ଘଟଣାରେ ଶିକାର ହୋଇ ରାସ୍ତାରେ ଛଟପଟ ହେଉଥିଲା କୁନି ବିରାଡ଼ି । ଜୀବନ ବଞ୍ଚାଇବା ପାଇଁ ପୁରା ଶୀତ ରାତିରେ ଲାଗିପଡିଛନ୍ତି ଯୁବ ଡାକ୍ତରଙ୍କ ସହ ଜଣେ ସହଯୋଗୀ.....
#ArgusNews #Odisha #Brahmapur #Doctor
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app