ଅବ୍ୟବସ୍ଥା ଘେରରେ ବ୍ରହ୍ମଗିରିର ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟ
ଅବହେଳିତ ଅବସ୍ଥାରେ ବ୍ରହ୍ମଗିରି ପୁରାତନ କଲେଜ । ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟରେ ଖାଲି ପଡିଛି ଅଧ୍ୟାପକଙ୍କ ସିଟ। ନାଁ ଅଛି ସାଇକେଲ ଷ୍ଟାଣ୍ଡ ନାଁ ଅଛି ଟଏଲେଟ ବ୍ୟବସ୍ଥା । ଆଶା ଆଶଙ୍କାରେ ଛାତ୍ରଛାତ୍ରୀଙ୍କ ପାଠପଢା। କଲେଜର ସମସ୍ୟା ନେଇ କଲେଜ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଆସୁଛନ୍ତି ଛାତ୍ରଛାତ୍ରୀ । ହେଲେ କୌଣସି ସୁଫଳ ନାହିଁ....
#ArgusNews #Odisha #Brahmagiri #AlarnathCollege #Problems
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app