#ସ୍ୱାମୀ_ନୁହେଁ_ସୈତାନ
#ମିଛ_କହି_ଦୁଇ_ଦୁଇଟା_ବିବାହ
ଗୋପନରେ କରିଥିଲା ଦୁଇ ଦୁଇଟା ବିବାହ । ପ୍ରଥମ ସ୍ତ୍ରୀ ବିରୋଧ କରିବାରୁ ସୋସିଆଲ୍ ମିଡିଆରେ ଅଶ୍ଲୀଳ ଭିଡିଓ ଭାଇରାଲ୍ କରି ହତ୍ୟା ଧମକ ଦେଉଥିଲା । ଥାନାର ଦ୍ୱାରସ୍ଥ ପରେ ବନ୍ଧା ହେଲା ଅଭିଯୁକ୍ତ ଯୁବକ । କଳାହାଣ୍ଡିରୁ ଦେଖିବା ଏହି ରିପୋର୍ଟ....
#ArgusNews #Odisha #Kalahandi #Saitan_Swami