୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା, 2ରେ ରେଜଲ୍ଟ
ବଞ୍ଚିବାକୁ ଦୁଇ ଭିନ୍ନକ୍ଷମ ଝିଅଙ୍କ ସଂଘର୍ଷ । ଦାନା ଯୋଗାଉଛି ଅର୍ଗାନିକ ଟି । ପ୍ରତିଦିନ ସକାଳେ ରାଜଧାନୀର ମଧୁସୂଦନ ପାର୍କ ସମ୍ମୁଖରେ ଲେମନ ଟି ବିକ୍ରି କରୁଛନ୍ତି ଦୁଇ ଦିବ୍ୟାଙ୍ଗ ଯୁବତୀ । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଦୁଇ ପଇସା ରୋଜଗାର ବେଶ୍ ଖୁସି ସୁଭଦ୍ରା ଓ ସଜିତା....
#ArgusNews #Odisha #Bhubnaeswar #Organic_Tea